ଦଙ୍ଗା ହେଙ୍ଗାମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଙ୍ଗା ହାଙ୍ଗାମା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦଙ୍ଗଲ ଓ ହାଙ୍ଗାମା) ସମ୍ପାଦନା

୧. ଫୌଜଦାରୀ —୧. Breach of the peace; riot; physical violence.
୨. ମାଡ଼ପିଟ୍; ଗୋଳମାଳ — ୨. Row; affray; violent uproar.
୩. ବେଆଇନ ଜନତା —୩. Unlawful assembly.
୪. କଳିକଜିଆ —୪. Uproarous quarrel.
୫. ମାଡ଼ପିଟ୍ ଓ ମିଥ୍ୟା ମକଦମା ମାମଲା ଦାଏର — ୫. Affray and institution of false cases.