ଦଙ୍ଗା ହେଙ୍ଗାମା
ଦଙ୍ଗା ହେଙ୍ଗାମା
ଉଚ୍ଚାରଣ
ସମ୍ପାଦନା(ଦଙ୍ଗା ହାଙ୍ଗାମା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦଙ୍ଗା ହେଙ୍ଗାମା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦଙ୍ଗଲ ଓ ହାଙ୍ଗାମା)
ସମ୍ପାଦନା- ୧. ଫୌଜଦାରୀ —୧. Breach of the peace; riot; physical violence.
- ୨. ମାଡ଼ପିଟ୍; ଗୋଳମାଳ — ୨. Row; affray; violent uproar.
- ୩. ବେଆଇନ ଜନତା —୩. Unlawful assembly.
- ୪. କଳିକଜିଆ —୪. Uproarous quarrel.
- ୫. ମାଡ଼ପିଟ୍ ଓ ମିଥ୍ୟା ମକଦମା ମାମଲା ଦାଏର — ୫. Affray and institution of false cases.