ଦଙ୍ଗା ହେଙ୍ଗାମ

ଉଚ୍ଚାରଣ

ସମ୍ପାଦନା

(ଦଙ୍ଗାହାଙ୍ଗାମା—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦଙ୍ଗଲ୍ ଓ ହାଙ୍ଗାମା)

ସମ୍ପାଦନା
୧. ଫୌଜଦାରୀ —୧. Breach of the peace; riot; physical violence.
୨. ମାଡ଼ପିଟ୍; ଗୋଳମାଳ — ୨. Row; affray; violent uproar.
୩. ବେଆଇନ ଜନତା —୩. Unlawful assembly.
୪. କଳିକଜିଆ —୪. Uproarous quarrel.
୫. ମାଡ଼ପିଟ୍ ଓ ମିଥ୍ୟା ମକଦମା ମାମଲା ଦାଏର — ୫. Affray and institution of false cases.