ଦଙ୍ଗା
ଦଙ୍ଗା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ଦଙ୍ଗଲ୍=କଳି)
ସମ୍ପାଦନା- ୧. ଦ୍ୱନ୍ଦ୍ୱ ଯୁଦ୍ଧ — ୧. A duel.
- ୨. ଠେଙ୍ଗାଠେଙ୍ଗି; ବାଡ଼ିଆବାଡ଼ି; ମାରପିଟ — ୨. Affray; hand to hand fight.
- ୩. ଉପଦ୍ରବ; ଗୋଳମାଳ — ୩. A row; tumult.
- ୪. ଶାନ୍ତିଭଙ୍ଗ; ଫଉଜଦାରି — ୫. Breach of the peace.