ଦଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦଙ୍ଗଲ୍=କଳି) ସମ୍ପାଦନା

୧. ଦ୍ୱନ୍ଦ୍ୱ ଯୁଦ୍ଧ — ୧. A duel.
୨. ଠେଙ୍ଗାଠେଙ୍ଗି; ବାଡ଼ିଆବାଡ଼ି; ମାରପିଟ — ୨. Affray; hand to hand fight.
୩. ଉପଦ୍ରବ; ଗୋଳମାଳ — ୩. A row; tumult.
୪. ଶାନ୍ତିଭଙ୍ଗ; ଫଉଜଦାରି — ୫. Breach of the peace.