ଦଗ୍ଧ ହୃଦୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା. ଦଗ୍ଧ+ହୃଦୟ) ସମ୍ପାଦନା

୧. ଦୁଃଖଦ୍ୱାରା କ୍ଳିଣ୍ୟମାନ ହୃଜୟ — ୧. An afflicted heart; sorrowfull heart.
୨. ଅନୁତାପବ୍ଳିଷ୍ଟମାନ —୨. Penitent heart.

ସଂସ୍କୃତ - ବିଶେଷଣ - (ବହୁବ୍ରୀହୀ) ସମ୍ପାଦନା

ଯାଦ୍ୱାରା ହୃଦୟ ଅନୁତାପରେ କ୍ଳିଷ୍ଟ ହୋଇଅଛି —Penitent.