ଦଗ୍ଧ ମାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - (ପ୍ରାଚୀନ ପଦ୍ୟ) (ସଂସ୍କୃତ - ଦହ୍ୟମାନ) ସମ୍ପାଦନା

ପୋଡ଼ିଯାଇଥିବା —Burning; ablaze.

ତୃଣାଦି ହୁତାଶନେ ଯେହ୍ନେ ସ୍ପରାଶେ ହୋନ୍ତି ଦଗ୍ଧ ମାନେ—ଜଗନ୍ନାଥ. ଭାଗବତ