ଦଗ୍ଧପତ୍ର ନ୍ୟାୟ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ଗଛର ପତ୍ରମାନ ପୋଡ଼ି ଗଲେ ପତ୍ରର ପୂର୍ବ ଅବୟବ ଓ ଆକାର ଦେଖି ମଧ୍ୟ ତାହା କେଉଁ ପତ୍ର ବୋଲି ଜ୍ଞାନ କରାଯାଏ, ଏହିପରି ନ୍ୟାୟ —An analogy of leaves burnt to ashes still retaining their former shape and contour.