ଦଗା ଦେବା
ଦଗା ଦେବା
ଉଚ୍ଚାରଣ
ସମ୍ପାଦନାଦଗାକରିବା, ଦଗାବାଜି କରିବାଅନ୍ୟରୂପ
ଅନୁବାଦ
ସମ୍ପାଦନାଦଗା ଦେବା
|
ଦେଶଜ - କ୍ରି.
ସମ୍ପାଦନା- ୧. ଠକାଇବା — ୧. To defraud; to deceive.
ଦଗାଦେବା ମାନେ ଗୁପତେ ଅରଣ୍ୟେ ବାହାରିଲେ ବହିତମ ବ୍ଜନାଥ ସମତରଙ୍ଗ
- ୨. କ୍ଷତିଗ୍ରସ୍ତ କରିବା —୨. To put to loss.