ଦଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା) ସମ୍ପାଦନା

୧. ପ୍ରବଞ୍ଚନା; ଶଠତା — ୧. Deceit
୨. ଠକାମି; ଠକିବା —୨. Fraud;imposture.
୩. କ୍ଷତି —୩. Loss.
୪. ବିଶ୍ୱାସଘାତକତା —୪. Treachery.
୫. ବନ୍ଧୁକର ଚୋଟ ବା ଫଏର୍;ବନ୍ଧୁକ ଦାଟିବା — ୫. One fire or charge with a gun.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦଗାଦଗି (ଦେଖ) - —Dagādagi (See)