ଦଖଲ ବାହେଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - କଚିରିଆ ଭାଷା) ସମ୍ପାଦନା

ଅଧିକୃତ ବସ୍ତୁର ଅଦାଲତଙ୍କଦ୍ୱାରା ଆପଣାର ଅଧିକାରକୁ ଦୃଢ଼ୀଭୂତ ବା ସ୍ଥାୟୀ କରିବା —Confirmation or perpetuation of possession through court.

[ଦ୍ରଷ୍ଟବ୍ୟ — ଯେଉଁ ସମ୍ପତ୍ତିରେ ମୋର ଦଖଲ ଅଛି ସେଥିରୁ ଭବିଷ୍ୟତରେ କାଳେ କେହି ମୋତେ ବେଦଖଲ କରିବ ଏଥିପାଇଁ ମକଦମା ଦାଏର କରି ଅଦାଲତଙ୍କ ଆଦେଶରେ ତହିଁରେ ଦଖଲ ବାହେଲ୍ କରାଯାଏ]