ଦଖଲ ବାହେଲ
ଦଖଲ ବାହେଲ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - କଚିରିଆ ଭାଷା)
ସମ୍ପାଦନାଅଧିକୃତ ବସ୍ତୁର ଅଦାଲତଙ୍କଦ୍ୱାରା ଆପଣାର ଅଧିକାରକୁ ଦୃଢ଼ୀଭୂତ ବା ସ୍ଥାୟୀ କରିବା —Confirmation or perpetuation of possession through court.
[ଦ୍ରଷ୍ଟବ୍ୟ — ଯେଉଁ ସମ୍ପତ୍ତିରେ ମୋର ଦଖଲ ଅଛି ସେଥିରୁ ଭବିଷ୍ୟତରେ କାଳେ କେହି ମୋତେ ବେଦଖଲ କରିବ ଏଥିପାଇଁ ମକଦମା ଦାଏର କରି ଅଦାଲତଙ୍କ ଆଦେଶରେ ତହିଁରେ ଦଖଲ ବାହେଲ୍ କରାଯାଏ]