ଦଖଲ ଉଚ୍ଛେଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ -(କଚିରିଆ ଭାଷା; ଆରବୀ - ଦଖଲ ଓସଂସ୍କୃତ - ଉଚ୍ଛେଦ)

୧. କୌଣସି ସମ୍ପତ୍ତିରେ କୌଣସି ବ୍ୟକ୍ତିର ଅଧିକାରର ରଦ୍ଦ୍ ଲୋପ — ୧. Extinction of the right of occupancy.
୨. ବେଦଖଲ କରିବା —୨. Dispossession; ejectment; eviction.