ଦଖଲି ସତ୍ୱ

ଉଚ୍ଚାରଣ

ସମ୍ପାଦନା

ଦଖଲସତ୍ୱ, ଦଖଲିସତ୍ୱଅନ୍ୟରୂପ

  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ଆରବୀ - ଦଖଲି ଓ ସଂସ୍କୃତ - ସତ୍ୱ;କଚିରିଆ)

ସମ୍ପାଦନା

କୌଣସି ସମ୍ପତ୍ତିକୁ ବହୁକାଳ ଭୋଗ ବା ଅଧିକାର; କରିବା ବ୍ୟକ୍ତିର ଅଧିକୃତ ସମ୍ପତ୍ତିରେ ଜନ୍ମିବା ଅଧିକାର; ଭୋଗାଧିକାର; ସ୍ଥିତିବାନ୍ ସ୍ୱହ — Right of occupancy; occupancy right; a right over property ripended by virtue long possession.