ଦକ୍ଷ କନ୍ୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (୬ଷ୍ଠୀ ତତ୍; ଦକ୍ଷ+କନ୍ୟା) ସମ୍ପାଦନା

ପୂର୍ବ ଜନ୍ମରେ ଦକ୍ଷ ପ୍ରଜାପତିଙ୍କର ସତୀ ନାମ୍ନୀ କନ୍ୟା ରୂପେ ଜନ୍ମ ଗ୍ରହଣ କରିଥିବା ପାର୍ବତୀ — Pārbatī under the name of Satī, in her Previous birth.

[ଦ୍ରଷ୍ଟବ୍ୟ —ଦକ୍ଷ ଗୋଟିଏ ଯଜ୍ଞ କରି ତହିଁକୁ ଆପଣା ଜୁଆଁଇ ମହାଦେବଙ୍କୁ ନିମନ୍ତ୍ରଣ ନ କରିବାରୁ ଓ ମହାଦେବଙ୍କ ପ୍ରତି ଅପମାନସୁଚକ ବାକ୍ୟ ବ୍ୟବହାର କରିବାରୁ ତାଙ୍କ କନ୍ୟା ସତୀ ସ୍ୱପିତୀଙ୍କଦ୍ୱାରା ସ୍ୱପତି ମହାଦେବଙ୍କୁ କରାଯିବା ଅପମାନ ସହି ନ ପାରି ସେହି ଯଜ୍ଞାଗ୍ନିକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ ମହାଦେବ ସତୀଙ୍କ ବିନାଶରେ କ୍ରୋଧାନ୍ଧ ହୋଇ ଉକ୍ତ ଯଜ୍ଞକୁ ନଷ୍ଟ କରି ଛାର ଖାର କଲେ ]