ଦକ୍ଷିଣ ସାଗର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦକ୍ଷିଣ ସମୁଦ୍ର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ପୁରାଣୋକ୍ତ ଲବଣ ସମୁଦ୍ର — ୧. The mythological salt sea.
୨. ପୃଥିବୀର ଦକ୍ଷିଣ ଦିଗରେ ଅବସ୍ଥିତ ସମୁଦ୍ରର ନାମ —୨. The South Sea; the South Ocean; the Antarctic Ocean.