ଦକ୍ଷିଣ ନାୟକ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଂ. (ଦକ୍ଷିଣ=ଅନୁକୂଳ+ନାୟକ)

ସମ୍ପାଦନା

କାବ୍ୟୋକ୍ତ ନାୟକ ବିଶେଷ; ଯେଉଁ ନାୟକ ଅନେକ ନାୟିକାଙ୍କଠାରେ ସମାନୁରାଗୀ — A hero of a romance who has equal attachment for more than one sweat heart.

ସାଧୁ ବିଧୁ ନାମ ଦକ୍ଷିଣ ନାୟକ ଲକ୍ଷଣ ସମ୍ପୂର୍ଣ୍ଣ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ