ଦକ୍ଷିଣୋତ୍ତରବୃତ୍ତ
ଦକ୍ଷିଣୋତ୍ତରବୃତ୍ତ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ଭୂଗୋଳ ପରିଭାଷା)
ସମ୍ପାଦନା- ୧. ଯେଉଁ ବୃତ୍ତ ପୃଥିବୀର ବିଷୁବ ରେଖାକୁ ପାର ହୋଇ ଉତ୍ତରକୁ ଦକ୍ଷିଣକୁ ଯାଇଅଛି — ୧. The meridiam circle; the path of the sun round the globe.
- ୨. ସୂର୍ଯ୍ୟ ପୃଥିବୀ ଚାରିପାଖେ ବର୍ଷକଯାକ ଯେଉଁ ରେଖାରେ ବୁଲନ୍ତି —୨. The sun's ecliptic.
[ଦ୍ରଷ୍ଟବ୍ୟ —ଏହା ଦକ୍ଷିଣାୟନ (tropic of Capricorn) ଓ ଉତ୍ତରାୟଣ ବୃତ୍ତ (Tropic of Cancer) ମଧ୍ୟରେ ଅବସ୍ଥିତ]