ଦକ୍ଷିଣୀ ଦାରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଧାକ୍ଷିଣାତ୍ୟ ଦେଶୀୟ ନର୍ତ୍ତକୀ — A Deccanese or Telugu dancing girl.

[ଦ୍ରଷ୍ଟବ୍ୟ — ଦାକ୍ଷିଣାତ୍ୟ ଅଞ୍ଚଳର ବେଶଭୁଷାକୁ ଓଡ଼ିଆମାନେ ପସନ୍ଦ କରନ୍ତି ସେଥିପାଇଁ କୌଣସି ସ୍ତ୍ରୀକୁ ବେଶୀ ସୁନ୍ଦରୀ ଦେଖିଲେ ଅନ୍ୟ ସ୍ତ୍ରୀ ଲୋକମାନେ ତାକୁ 'ଦକ୍ଷିଣୀ ଦାରୀ' ପରି ସୁନ୍ଦର ଦିଶୁଛି ବୋଲି କହିଥାନ୍ତି]