ଦକ୍ଷିଣୀ ଆଟୁ
ଦକ୍ଷିଣୀ ଆଟୁ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦକ୍ଷିଣୀ ଆଟୁ
|
(ଦକ୍ଷିଣୀମାଟୁ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
ସମ୍ପାଦନାଚାଳ ଘରର ଚାଳର ତଳେ ବାଉଁଶ ଆଦି ପଡ଼ି ମାଟି ଛଟା ହେଇଥିବା ତାଳୁ ଛାତଯୁକ୍ତ ଏକ ପ୍ରକାର ଘର —A kind of thatched house within which there is and inner sloping roof made of bamboos and cement with mud.
[ଦ୍ରଷ୍ଟବ୍ୟ —ଏ ପ୍ରକାର ଘର ଦକ୍ଷିଣ ଦେଶ ଅର୍ଥାତ୍ ଗଞ୍ଜାମ ଓ ତଦ୍ଦକ୍ଷିଣସ୍ଥ ଅଞ୍ଚଳମାନଙ୍କ ଘରର ଅନୁକରଣରେ ନିର୍ମିତ]