ଦକ୍ଷିଣା ପ୍ରବଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଦକ୍ଷିଣା= ଦକ୍ଷିଣା ଦିଗରେ+ ପ୍ରବଣ=ନିମ୍ନ) ସମ୍ପାଦନା

୧. ଉତ୍ତର ଅଂଶ ଅପେକ୍ଷା ଦକ୍ଷିଣ ଭାଗ ନିମ୍ନତର ବା ଢାଲୁ ହୋଇଥିବା (ସ୍ଥାନ) —୧. (a place) Being more sloping towards the south than towards the north.
୨. ଯାହାର ଡାହାଣ ପାଖ ଢାଲୁ — ୨. Sloped in the right hand side.