ଦକ୍ଷିଣା ପ୍ରବଣ
ଦକ୍ଷିଣା ପ୍ରବଣ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଦକ୍ଷିଣା= ଦକ୍ଷିଣା ଦିଗରେ+ ପ୍ରବଣ=ନିମ୍ନ)
ସମ୍ପାଦନା- ୧. ଉତ୍ତର ଅଂଶ ଅପେକ୍ଷା ଦକ୍ଷିଣ ଭାଗ ନିମ୍ନତର ବା ଢାଲୁ ହୋଇଥିବା (ସ୍ଥାନ) —୧. (a place) Being more sloping towards the south than towards the north.
- ୨. ଯାହାର ଡାହାଣ ପାଖ ଢାଲୁ — ୨. Sloped in the right hand side.