ଦକ୍ଷିଣାୟନ ସଂକ୍ରାନ୍ତି

ଦକ୍ଷିଣାୟନ ସଂକ୍ରାନ୍ତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଯେଉଁ ସଂକ୍ରାନ୍ତିରେ ସୂର୍ଯ୍ୟ ପ୍ରଥମେ ବିଷୁବ ରେଖାର ଦକ୍ଷିଣକୁ ଗତି କରନ୍ତି; ଶ୍ରାବଣ ମାସର ସଂକ୍ରାନ୍ତି — The Summer solstice.

[ଦ୍ରଷ୍ଟବ୍ୟ —ଏ ଦିନ ହିନ୍ଦୁମାନଙ୍କ ଘରେ କବାଟରେ ଚିତା ଦିଆଯାଇ ପିଠା ଆଦି ପୂଜା ହୁଏ]