ଦକ୍ଷିଣାରଣ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ ଷଷ୍ଠୀ ତତ୍; ଦକ୍ଷିଣ+ଅରଣ୍ୟ) ସମ୍ପାଦନା

୧. ଦକ୍ଷିଣ ଦିଗରେ ଥିବା ବନ — ୧. A forest lying in the south.
୨. ଦଣ୍ଡକାରଣ୍ୟ —୨. The Daṇḍaka forest in the deccan.