ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଦକ୍ଷିଣାପଥ
ଭାଷା
ଦେଖିବେ
ସମ୍ପାଦନା
ଦକ୍ଷିଣାପଥ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Dakshiṇāpatha
ଆଇ.ପି.ଏ.
— dˈʌkʰkʰinˌapʌtʰˌɔ
ସଂସ୍କୃତ - ବି—(ଦକ୍ଷିଣ)=ଦକ୍ଷିଣଦିଗବର୍ତ୍ତୀ+ପଥିନ୍= ପଥ)
ସମ୍ପାଦନା
୧. ଦକ୍ଷିଣଦେଶ —୧. The south county.
୨. ବିନ୍ଧ୍ୟ ପର୍ବତର ଦକ୍ଷିଣରେ ଥିବା ଭାରତବର୍ଷର ଅଂଶ; ଦାକ୍ଷିଣାତ୍ୟ —୨. The Deccan.