ଦକ୍ଷିଣାଚଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦକ୍ଷିଣ+ଅଚଳ) ସମ୍ପାଦନା

ମଳୟଗିରି; ନୀଳଗିରିପର୍ବତ —The Maḻaya hills of Southern India.

[ଦ୍ରଷ୍ଟବ୍ୟ —ଏହା ଦାକ୍ଷିଣାତ୍ୟର ପର୍ବତବିଶେଷ ଏଥିରେ ଅନେକ ଚନ୍ଦନବୃକ୍ଷ ଅଛି ଆମଦେଶରେ ବସନ୍ତକାଳରେ ଯେଉଁ ଦକ୍ଷିଣା ପବନ ବହେ ତାହା ଏହି ପର୍ବତରେ ଲାଗି ଆସିବାରୁ ଏହା ସୁବାସଯୁକ୍ତ ହୁଏ ବୋଲି ପ୍ରବାଦ ଅଛି ]