ଦକ୍ଷା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ସ୍ତ୍ରୀ. ସମ୍ପାଦନା

ପଟୁ (ସ୍ତ୍ରୀ) —Expert; active (Woman).

ବିଶେଷ୍ୟ - ସମ୍ପାଦନା

ପୃଥିବୀ —The earth.

ଦେଶଜ - ବିଶେଷଣ - ସମ୍ପାଦନା

କଲ୍ୟାଣକରଣ ପଟୁ — Skilful in pronouncing benedictions.

ବାମଦେବ ବୋଇଲେ କରିଛି ତୋତେ ରକ୍ଷା ବାଞ୍ଛିପୁତ୍ରଙ୍କ କଲ୍ୟାଣେ ଆସୁଅଛି ଦକ୍ଷା ଭଞ୍ଜ. ବୈଦେହୀଶ ବିଳାସ