ଦକ୍ଷତା

ଉଚ୍ଚାରଣ

ସମ୍ପାଦନା

(ଦକ୍ଷିତ୍ୱ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ଦକ୍ଷ+ଭାବ. ତା)

ସମ୍ପାଦନା
୧. ପଟୁତା — ୧. Skill; dexterity.
୨. ଫୁର୍ତ୍ତି —୨. Activity; briskness.
୩. ଚତୁରତା —୩. Cleverness.