ଦକ୍ଷଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦକ୍ଷ+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) ସମ୍ପାଦନା

୧. ଦକ୍ଷ ପ୍ରଜାପତିଙ୍କ କନ୍ୟା; ସତୀ, ଦୁର୍ଗା — ୧. Durgā


୨. (ଜ୍ୟୋତିଷ) ଅଶ୍ୱିନୀ, ଭରଣୀ ଆଦି ସପ୍ତବିଂଶତି ନକ୍ଷତ୍ର — ୨. The ୨୭ clusters of stars or asterisms in Hindu astronomy.
୩. ନକ୍ଷତ୍ର —୩. Star.