ଦକା
ଦକା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଦହ ଧାତୁ; ତୁଳ. ଆରବୀ - ଦଗ୍ଦଗା=ଭୟ)
ସମ୍ପାଦନା- ୧. ଭୟ; ଶଙ୍କା —୧. Fear; dread.
ଶକୁର ପାଶରେ ଦନ୍ତ ପତ୍ରିକା ଚଳାଇବାକୁ ହେବାରୁ ମୋ ଦକା କବିସୂର୍ଯ୍ୟ. କବିତାକଲ୍ଲୋଳ
- ୨. ଉଦ୍ଦିଗ୍ନତା; ଚିନ୍ତା —୨. Anxiety.
ଯେଣେ ଗଲେ ଥାଇ ଏକା ତୋର ଦକା ଦାଶରଥୀ. ବଜ୍ରବିହାର
- ୩. ଧୋକା; ଭୟମିଶ୍ରିତ ସନ୍ଦେହ —୩. Apprehension