ଦକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦହ ଧାତୁ; ତୁଳ. ଆରବୀ - ଦଗ୍ଦଗା=ଭୟ) ସମ୍ପାଦନା

୧. ଭୟ; ଶଙ୍କା —୧. Fear; dread.

ଶକୁର ପାଶରେ ଦନ୍ତ ପତ୍ରିକା ଚଳାଇବାକୁ ହେବାରୁ ମୋ ଦକା କବିସୂର୍ଯ୍ୟ. କବିତାକଲ୍ଲୋଳ

୨. ଉଦ୍ଦିଗ୍ନତା; ଚିନ୍ତା —୨. Anxiety.

ଯେଣେ ଗଲେ ଥାଇ ଏକା ତୋର ଦକା ଦାଶରଥୀ. ବଜ୍ରବିହାର

୩. ଧୋକା; ଭୟମିଶ୍ରିତ ସନ୍ଦେହ —୩. Apprehension