ଦକଦକିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଚିନ୍ତାନ୍ୱିତ — ୧. Anxious;
୨. ହୃଦୟରେ ଭୀତି ଉତ୍ପାଦକ —୨. Frightening; causing palpitation of heart.
୩. ଯେଉଁ ଘାଆ ଆଦି ବହୁତ ପୀଡ଼ାଯୁକ୍ତ ହୁଏ — ୩. Fiery (ulcer).