ଦକଦକ
ଦକଦକ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ଦୁଗ୍ଧ;ତୁଳ. ଆରବୀ - ଦଗ୍ଦଗା=ଭୟା)
ସମ୍ପାଦନା- ୧. ଧକ୍ଧକ୍; ଦହକରେ ଜଳିବା (ନିଆଁ) — ୧. Blazing (fire).
- ୨. ଭୟରେ କମ୍ପିତ (ଛାତି) — ୨. Palpitating (heart).
ଦକଦକ ହେଉଛି ମୋହର ଦୁକୁଦୁକି କୃଷ୍ଣସିଂହ. ମହାଭାରତ. ଆଦି
- ୩. ଭୟତ୍ରସ୍ତ; ଭୀତ —୩. Frightened; alarmed.
ତାହା ଶୁଣି ପାଣ୍ଡୁ ସଇନ ସେନାଯାକ ମଲାଇଁ ବୋଲିଣ ହୋଇଲେ ଦକଦକ କୃଷ୍ଣସିଂହ. ମହାଭାରତ. ଭୀଷ୍ମ
- ୪. ସନ୍ଦିଗ୍ଧ —୪. In doubt.
- ୫. ଉଦ୍ଦିଗ୍ନ; ଚିନ୍ତାଗ୍ରସ୍ତ; ଚିନ୍ତିତ —୫. Agitated; anxious; uneasy; careworn.
ଅନୁବାଦ
ସମ୍ପାଦନାଦକଦକ
|
ବିଶେଷ୍ୟ -
ସମ୍ପାଦନା- ୧. ହୃଦୟର ଜ୍ୱାଳା —୧. Anxiety.
- ୨. ଉଦ୍ଦିଗ୍ନତା —୨. Mental agitation.
- ୩. ଭୀତି —୩. Fright; terror.