ଦଉରା
ଦଉରା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଡୋରକ)
ସମ୍ପାଦନାଦଉଡ଼ା; ରଜ୍ଜୁ — Rope.
ବୈ. ଦେଶଜ - ବିଶେଷ୍ୟ - (ଆରବୀ - ଦୌରା=ପରିଭ୍ରମଣ)
ସମ୍ପାଦନାହାଇକୋଟ ଓ ସେସନ୍ ଜଜଙ୍କଦ୍ୱାରା ଗୁରୁତର ଅପରାଧମାନଙ୍କ ବିଚାର — Sessions.
[ଦ୍ରଷ୍ଟବ୍ୟ —ଗୁରୁତର ଅପରାଧଘଟିତ ସେସନ୍ ମୋକଦମାମାନ ବିଚାର କରିବାପାଇଁ ସେସନ୍ ଜଜମାନେ ଅପରାଧ ଘଟିଥିବା ଅଞ୍ଚଳକୁ ଯାଇ ସେହିଠାରେ କଚେରୀ କରି ମକଦମା ବିଚାର କରନ୍ତି]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାଗସ୍ତ —Tour.