ଦଉରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଡୋରକ) ସମ୍ପାଦନା

ଦଉଡ଼ା; ରଜ୍ଜୁ — Rope.

ବୈ. ଦେଶଜ - ବିଶେଷ୍ୟ - (ଆରବୀ - ଦୌରା=ପରିଭ୍ରମଣ) ସମ୍ପାଦନା

ହାଇକୋଟ ଓ ସେସନ୍ ଜଜଙ୍କଦ୍ୱାରା ଗୁରୁତର ଅପରାଧମାନଙ୍କ ବିଚାର — Sessions.

[ଦ୍ରଷ୍ଟବ୍ୟ —ଗୁରୁତର ଅପରାଧଘଟିତ ସେସନ୍ ମୋକଦମାମାନ ବିଚାର କରିବାପାଇଁ ସେସନ୍ ଜଜମାନେ ଅପରାଧ ଘଟିଥିବା ଅଞ୍ଚଳକୁ ଯାଇ ସେହିଠାରେ କଚେରୀ କରି ମକଦମା ବିଚାର କରନ୍ତି]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଗସ୍ତ —Tour.