ଦଉଡ଼ ଲଗାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦଉଡ଼ ମାରିବା, ଦଉଡ଼ ଦେବୀଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କ୍ରମାଗତ ଧାଇଁବା — ୧. To continue to run.
୨. କୈଣସି ସ୍ଥାନକୁ ଘନଘନ ଯାତାୟାତ କରିବା — ୨. To visit a place very often.
୩. ଦଉଡ଼ିବା; ଧାଇଁବା —୩. To run.