ଦଉଡ଼ ଧାପଡ଼ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଏଆଡ଼େ ସେଆଡ଼େ ଧାଇଁବା — ୧. To run hither and thither.
୨. ଅନବରତ ବା ଅବିଶ୍ରାନ୍ତରୂପେ କର୍ମ କରିବା — ୨. To toil ceaselessly.
୩. କୌଣସି କାର୍ଯ୍ୟ ପାଇଁ ଯୋଗାଡ଼ ଓ ପରିଶ୍ରମ କରିବା — ୩. To actively engage in making prelimi. nary arrangement for any thing.