ଦଉଡ଼ ଧାପଡ଼
ଦଉଡ଼ ଧାପଡ଼
ଉଚ୍ଚାରଣ
ସମ୍ପାଦନା(ଦଉଡ଼ା ଦଉଡ଼ି—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରୁତ ଧାବନ)
ସମ୍ପାଦନା- ୧. ଇତସ୍ତତଃ ଦଉଡ଼ିବା; ଧାଁ ଧପଡ଼; ବେଗରେ ଗତି କରିବା —୧. Race; running about; running hither and thither.
- ୨. ଅନବରତ ଶ୍ରମ ଓ ଅଙ୍ଗଚାଳନସାଧ୍ୟ କର୍ମ — ୨. Engagement in a toilsome task or a task necessitating constant movemants.