ଦଉଡ଼ି ଭାଙ୍ଗିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଛୋଟ ଓ ସରୁ ଦଉଡ଼ିମାନଙ୍କୁ ଏକତ୍ର କରି ବଳି ଗୋଟିଏ ମୋଟ ଟାଣୁଆ ରଜ୍ଜୁ ତିଆର କରିବା —୧. To twist a strong and thick rope with many slender and weak strings.
୨. ଝୋଟ, କତା ପ୍ରଭୃତିକୁ ବଳି ଦଉଡ଼ିରେ ପରିଣତ କରିବା — ୨. To twist or weave a rope from a fibrous substance.