ଦଉଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - କ୍ରି—(ସଂସ୍କୃତ - ଦ୍ରୁଧାତୁ=ପଳାଇବା)

୧. ଧାଇଁ ବା —୧. To run.
୨. ଚେଷ୍ଟା କରିବା — ୨. To try.

ପୁଣି ସେ ବିବିଧ ମାରଣମାନ କଲେ ଅନ୍ୟୋନ୍ୟ ଜୀବ ନେବାପାଇଁ ଦଉଡ଼ିଲେ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ.

[ ଦଉଡ଼ା(ଡ଼େ)ଇବା—ଣିଜନ୍ତ]

୩. (ମନ. ଚିତ୍ତ) ଲାଳାୟିତ ହେବା — ୩. To be hankering after.

ଚିତ୍ତ ତୋ ଯହିଁ ଦଉଡ଼ୁ ଥାଇ କବିସୂର୍ଯ୍ୟ, ସଙ୍ଗୀତ

[ ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଆସିବା, ପଳାଇବା, ଯିବା କ୍ରିୟାମାନଙ୍କ ସାମାପିକାରୂପ ଯୁକ୍ତ ହୁଏ ]