ଦଉଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରୁ ଧାତୁ=ପଳାୟନ; ସଂସ୍କୃତ - ଧୋରଣ) ସମ୍ପାଦନା

୧. ଶୀଘ୍ର ଗତି କରିବା; ଧାଇଁବା — ୧. Running; going swiftly.
୨. ଧାଉଡ଼ ଧାଉଡ଼ି —୨. Race.
୩. ଶୀଘ୍ରଗତିରେ ଯାତାୟାତ କରିବା — ୩. Swift coming to and going back from a place.

ଘୋଳାରେ ପଛେ ମରୁଁ, ଆଜୁ ତୋ ହୁକୁମରୁ ନିକୁଞ୍ଜ ଦଉଡ଼ିକୁ ରହିଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୁ ଘ. ଗୀତ

୪. ଦଉଡ଼ିବା ବେଳେ ପାଦଦ୍ୱୟର ଗତି ପରି ପାଦଚାଳନସୂ ବିଶିଷ୍ଟ ଏକପ୍ରକାର ବ୍ୟାୟାମ —୪. A kind of physical exercise in which the legs are moved swiftly.
୫. ଶେଷ ସୀମା —୫. Limit.

(ଯଥା—ତା ବୁଦ୍ଧିର ଦଉଡ଼ କେତେ , ବର୍ତ୍ତମାନ ଦେଖାଯିବ)

୬. ଉପର୍ଯ୍ୟୁପରି ଚେଷ୍ଟା —୬. Striving; repeated endeavour.



ଦଉଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡୋରକ; ଦୋରକ) ସମ୍ପାଦନା

ଦୌଡ଼ା; ରଜ୍ଜୁ — Rope.

ଦଉଡ଼ିରେ ବନ୍ଧା ହେବା ପରିଜନେ କୃଷ୍ଣସିଂହ. ମହାଭାରତ. ସଭା