ଦଇବ ଛାଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବିଧାତା ପ୍ରତିକୂଳ ହେବା; ଦୁର୍ଭାଗ୍ୟ ଘଟିବାର ପୂର୍ବ ଲକ୍ଷଣ ଦେଖାଯିବା — Being god-forsaken; irony of fate; the fates frowning on a person.

ତୋତେରେ ଦଇବ ଆଜି ଛାଡ଼ିଲା ପାମର—ରାଧାନାଥ. ବେଣୀସଂହାର