ଦଇବ ଛଡ଼ା
ଦଇବ ଛଡ଼ା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଦଇବୀ ଛଡ଼ା—ଅନ୍ୟରୂପ)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - ସମ୍ପାଦନା
- ୧. ସୃଷ୍ଟି ବହିର୍ଭୂତ; ଅସାଧାରଣ — ୧. Unusual; extraordinary.
- ୨. (ଗାଳିବିଶେଷ—ବିଧାତା ଯାହାର ପ୍ରତିକୂଳ ହୋଇଅଛି) ମନ୍ଦଭାଗ୍ୟ — ୨. Unfortunate; unlucky.
- ୩. ଦୁର୍ଭା ଗ୍ୟଜନିତ —୩. Due to ill luck.
ଦଇବଛଡ଼ା ଯେବେ ବ୍ୟାଧି ଉପୁଜଇ ଧନ ରତ୍ନ ଦେଇ ତା ପାରେ କେ ଘୁଞ୍ଚାଇଁ—କୃଷ୍ଣସିଂହ ମହାଭାରତ. ଶାନ୍ତି
- ୪. ଅଲକ୍ଷଣା; ଦୁର୍ଲକ୍ଷଣଯୁକ୍ତ —୪. Evil-omened.