ଦଇବତ

ଉଚ୍ଚାରଣ

ସମ୍ପାଦନା
  • (file)

ଦେଶଜ - (ପଦ୍ୟ) ବି—ସଂସ୍କୃତ - (ଦୈବତ)

ସମ୍ପାଦନା
୧. ଦେବ; ଦେବତା — ୧. Deity.

ବୋଇଲୋ ଏହା ଯହୁଁ ଦୁଇ ଦଇବତ ଚକ୍ଷୁକୁ ତାହାଙ୍କପ ଦିଶିଲା ଜଗତ—କୃଷ୍ଣସିଂହ, ମହାଭାରତ, ଆଦି

୨. ଶ୍ରେଷ୍ଠ ବ୍ୟକ୍ତି —୨. Chief or principal person.

ଯୋଗିଙ୍କର ପରମକତ୍ତ୍ୱ ଯଦୁଙ୍କ କୁଳ ଦଇବତ—ପ୍ରାଚୀ. ପୂର୍ଣ୍ଣତମ, ଚନ୍ଦ୍ରୋଦୟ