ଦଇନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଦୟିନି(ନୀ)—ଅନ୍ୟରୂପ]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଦୈନ୍ୟ) ସମ୍ପାଦନା

ଦୈନ୍ୟ; ବିନୟ; ବିନୀତ ନିବେଦନ —Supplication.

ବୋଲଇ ଅତି ସ୍ନେହଭରେ, ଦଇନି କରି କାକୁସ୍ତରେ ଯଶୋବନ୍ତ. ପ୍ରେମଭକ୍ତିଗୀତା

ବିଶେଷଣ - ସମ୍ପାଦନା

୧. ଦୈନ୍ୟଯୁକ୍ତ —୧. Supplicant.

ଇନ୍ଦ୍ର ଅଗ୍ନି ବରୁଣ ଆଦି ଦେବେ ମାନି; କରନ୍ତି ନିତି ସ୍ତୁତି ହୋଇଣ ଦୟିନି କୃଷ୍ଣସିଂହ ମହାଭାରତ. ବନ

୨. ବିନୟୀ —୨. Humble.