ଦଇତାରି

ଉଚ୍ଚାରଣ

ସମ୍ପାଦନା

(ଦଇତ୍ୟାରି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୈତ୍ୟାରି)

ସମ୍ପାଦନା
୧. ବିଷ୍ଣ — ୧. A name of Bishṇu, the enemy of the demons.

ଆହେ ଦୀନବାନ୍ଧବ ମାଧବ ଦଇତାରି—କୃଷ୍ଣସଂହ. ମହାଭାରତ .ଆଦି

୨. (ନାମ) ପୁରୁଷଙ୍କୁ ଦିଆଯିବା ନାମ — ୨. A name given to males.