ଦଇତାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଇତ୍ୟାରି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୈତ୍ୟାରି) ସମ୍ପାଦନା

୧. ବିଷ୍ଣ — ୧. A name of Bishṇu, the enemy of the demons.

ଆହେ ଦୀନବାନ୍ଧବ ମାଧବ ଦଇତାରି—କୃଷ୍ଣସଂହ. ମହାଭାରତ .ଆଦି

୨. (ନାମ) ପୁରୁଷଙ୍କୁ ଦିଆଯିବା ନାମ — ୨. A name given to males.