ଦଇତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଇତାପତି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସେବକବିଶେଷ — A class of Sebaks of the Deity Jagannath.

[ ଦ୍ର—ଯେଉଁ ଶବର ଜଗନ୍ନାଥଙ୍କୁ ପ୍ରଥମେ ପୂଜା କରୁଥିଲେ ଏବଂ ଇଦ୍ରଦ୍ୟୁମ୍ନ ମହାରାଜ ଯାହାଙ୍କଠାରୁ ଜଗନ୍ନାଥଙ୍କ ପୁରୀକ୍ଷେତ୍ରକୁ ଆଣିଥିଲେ, ଏମାନେ ତାହାଙ୍କ ବଂଶଧର ବୋଲି କଥିତ]