ଦଇତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦଇତ୍ୟ—ଅନ୍ୟରୂପ)

ଗ୍ରାମ୍ୟ - ଓ. ପଦ୍ୟ ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଦୈତ୍ୟ) ରାକ୍ଷସ — ୧. Demon.

ଏ ଲଙ୍କାଗଡ଼ରେ ଯେତେ ରହିଅଛନ୍ତି ଦଇଚ ଜୀବନେ ତାହାଙ୍କୁ ନ ରଖିବା ବିଶ୍ୱନାଥ. ବିଚିତ୍ରରାମାୟଣ

୨. (ସଂସ୍କୃତ - ଦୟିତ)—ପତି; ସ୍ୱାମୀ —୨. Husband.

ପୁରୁଷାୟିତ, ରତିପାଇଁତ, ସ୍ତୁତି ଦଇତ ଭାଷେ—ଭଞ୍ଜ ପ୍ରେମସୁଧାନିଧି