ଦଇଆଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦଇୟାଳ, ଦହିଆଳ, ଦୟାଳ, ଦୟାଳୁଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଏହାର ପେଟ ଦଧିପରି ଶୁକ୍ଳ ଥିବାରୁ) ସମ୍ପାଦନା

ଶାଖାଶ୍ରୟୀ ବର୍ତର ପକ୍ଷିବିଶେଷ —The Magpie robin; Copsychu Saularis; the Redstarts robin.

[ ଦ୍ର—ଏମାନେ ୧୧୨: ଆଙ୍ଗୁଳ ପର୍ଯ୍ୟନ୍ତ ଲମ୍ୱ ହୁଅନ୍ତି ଗୋଡ଼ ଲମ୍ୱ; ଲାଙ୍ଗୁଡ଼ ଓ ପକ୍ଷର ଲମ୍ୱ ସମାନ ପୁଚ୍ଛ, ପକ୍ଷ ଓ ମୁଣ୍ଡ କଳା; ପେଟ ଧଳା ଭୋରରୁ ଏ ପକ୍ଷୀ ସରୁସ୍ୱରରେ ସିଟୀ ମାରେ; ମାଟି ଉପରେ ଦୌଡ଼ିଲା ବେଳେ ଲାଙ୍ଗୁଡ଼ ଟେକିଥାଏ; ସ୍ତ୍ରୀ ପକ୍ଷୀ ଧୂମ୍ର ବର୍ଣ୍ଣ ]