ଦଅଡ଼

ଉଚ୍ଚାରଣ

ସମ୍ପାଦନା
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ବଟ)

ସମ୍ପାଦନା

ପ୍ରଧାନ ଦ୍ୱାରରକ୍ଷକ — The chief door-keeper.

ଚାରିଗୋଟି ଅଶ୍ୱ ଦୁର୍ବଳ କରି ଦଅଡ଼ ପରିଛା ତହୁଁ ଆବୋରି ପ୍ରାଚୀ, ନଳଚରିତ