ଦଂଷ୍ଟ୍ରାବନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଦଂଷ୍ଟ୍ରାବତ୍ ଶବ୍ଦ; ପୁଂ. ଦଂଷ୍ଟ୍ରାବାନ୍; ସ୍ତ୍ରୀ—ଦଂଷ୍ଟ୍ରାବତୀ) ସମ୍ପାଦନା

ବଡ଼ ଦାନ୍ତବିଶିଷ୍ଟ — Having large teeth or tusks

ପଶିଲେ ବିକଟ—ଦଂଷ୍ଟାବନ୍ତ ବେନି ବନ୍ୟଶୂକରେ—ରାଧାନାଥ.ଊଷା