ଦଂଶିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦନ୍ଶ, ଧାତୁ) ସମ୍ପାଦନା

୧. ଡଂଶିବା; କାମୁଡ଼ିବା — ୧. To bite.
୨. ଦନ୍ତରେ ଆଘାତ କରିବା — ୨. To strike with the fangs.

ତକ୍ଷକ ତ ତୁମ୍ଭର ବାପଙ୍କୁ ଦଂଶିଳେ—କୃଷ୍ଣସିଂହ ମହାଭାରତ. ଆଦି

୩. ନାହୁଡ଼ ମାରିବା —୩. To sting.