ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଦଂଶିବା
ଭାଷା
ଦେଖିବେ
ସମ୍ପାଦନା
ଦଂଶିବା
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - କ୍ରିୟାପଦ - (ସଂସ୍କୃତ - ଦନ୍ଶ, ଧାତୁ)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Daṁṡibā
ଆଇ.ପି.ଏ.
— dˈʌŋʃibˌa
ଅନୁବାଦ
ସମ୍ପାଦନା
ଦଂଶିବା
ବଙ୍ଗାଳୀ:
দংশা
,
দংশান
ହିନ୍ଦୀ:
डंशना
ଦେଶଜ - କ୍ରିୟାପଦ - (ସଂସ୍କୃତ - ଦନ୍ଶ, ଧାତୁ)
ସମ୍ପାଦନା
୧. ଡଂଶିବା; କାମୁଡ଼ିବା — ୧. To bite.
୨. ଦନ୍ତରେ ଆଘାତ କରିବା — ୨. To strike with the fangs.
ତକ୍ଷକ ତ ତୁମ୍ଭର ବାପଙ୍କୁ ଦଂଶିଳେ—କୃଷ୍ଣସିଂହ ମହାଭାରତ. ଆଦି
୩. ନାହୁଡ଼ ମାରିବା —୩. To sting.