ଦଂଶିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଦନ୍ଶ ଧାତୁ ଣିଜନ୍ତ=ଦଂଶି ଧାତୁ=କର୍ମ. ତ) ସମ୍ପାଦନା

୧. ଦଷ୍ଟ; ଯାହାକୁ ଦଂଶନ କରା ଯାଇଅଛି — ୧. Bitten; stung.
୨. (ଦଂଶ+ଯୁକ୍ତାର୍ଥେ ଇତ) ବର୍ମିତ, ବର୍ମବିଶିଷ୍ଟ; ସାଞ୍ଜୁ— ପରିହିତ —Equipped with armour; mailed.