ଦଂଶନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଦନ୍ଶ୍ ଧାତୁ+ଭାବ. ଅନ) ସମ୍ପାଦନା

୧. ଦନ୍ତାଘାତ; କାମୁଡ଼ା —୧. Biting.
୨. ନାହୁଡ଼ ମାରିବା —୨. Stinging.
୩. (+କରଣ. ଅନ) ବର୍ମ, ସାଞ୍ଜୁ — ୩. Armour; coat of mail.