ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଦଂଶକ
ଭାଷା
ଦେଖିବେ
ସମ୍ପାଦନା
ଦଂଶକ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ସଂସ୍କୃତ - ବିଶେଷଣ - (ଦନ୍ଶ ଧାତୁ+କର୍ତ୍ତୃ. ଅକ)
୧.୩
ବିଶେଷ୍ୟ -
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Daṁṡaka
ଆଇ.ପି.ଏ.
— dˈʌŋʃʌkˌɔ
ସଂସ୍କୃତ - ବିଶେଷଣ - (ଦନ୍ଶ ଧାତୁ+କର୍ତ୍ତୃ. ଅକ)
ସମ୍ପାଦନା
ଦଂଶନକାରୀ; ଯେ କାମୁଡ଼େ —Biting; stinging.
ବିଶେଷ୍ୟ -
ସମ୍ପାଦନା
୧. ଡାଂଶ —୧. Gadfly.
୨. ମଶା —୨. Gnat.
୩. ସାପ —୩. Snake.