ଥୋମଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଥୋମଣା, ଥୋମୁଣା, ଥୋମୁଣିଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପଶୁମାନଙ୍କର ମୁହଁ ଓ ନାକର ଅଗ, ଯାହା ବାହାରି ପଡ଼ିଥାଏ —୧. Projecting mouth and nose of animals.
୨. ପଶୁମାନଙ୍କର ଓଷ୍ଠାଗ୍ର — ୨. Muzzle; snout of beasts.
୩. ଓଷ୍ଠଦ୍ୱୟ —୩. The two lips.

ଦାନ୍ତ ଥୋମଣିରେ ଖୋଳି ଭୂମି ଭାଗ କୃଷ୍ଣସିଂହ. ମହାଭାରତ, ବନ