ଥୋମଣି
ଥୋମଣି
ଉଚ୍ଚାରଣ
ସମ୍ପାଦନାଥୋମଣା, ଥୋମୁଣା, ଥୋମୁଣିଅନ୍ୟରୂପ
ଅନୁବାଦ
ସମ୍ପାଦନାଥୋମଣି
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ପଶୁମାନଙ୍କର ମୁହଁ ଓ ନାକର ଅଗ, ଯାହା ବାହାରି ପଡ଼ିଥାଏ —୧. Projecting mouth and nose of animals.
- ୨. ପଶୁମାନଙ୍କର ଓଷ୍ଠାଗ୍ର — ୨. Muzzle; snout of beasts.
- ୩. ଓଷ୍ଠଦ୍ୱୟ —୩. The two lips.
ଦାନ୍ତ ଥୋମଣିରେ ଖୋଳି ଭୂମି ଭାଗ କୃଷ୍ଣସିଂହ. ମହାଭାରତ, ବନ